ପୋକଡ଼ା ଦାନ୍ତ: କେମିତି କରିବେ ଦୂର? | Prevention of Oral Cavities/ Tooth Decay, Odia | Dr Pritish Patnaik
About this video
ମିଠାଯୁକ୍ତ ଖାଦ୍ୟ ଯେପରି ବିସ୍କୁଟ୍, ଚକୋଲେଟ୍, ମିଠା ଭଳି ଖାଦ୍ୟ ଖାଇବା ପରେ ପାଟି ନ ଧୋଇବା ଫଳରେ ଏହା ଧୀରେ ଧୀରେ ଦାନ୍ତରେ ପରସ୍ତ ହୋଇ ଲାଗିଥାଏ। ଏହାଫଳରେ ଦାନ୍ତରେ ଛୋଟ ଛୋଟ ଛିଦ୍ର ସୃଷ୍ଟି ହୁଏ। ପରେ ଏହି ଛିଦ୍ରରେ ଦାନ୍ତରେ ପୋକ ଲାଗିବା ଆରମ୍ଭ ହୁଏ। ଏହାବ୍ୟତୀତ ଦାନ୍ତରେ ସଂକ୍ରମଣ ହେଲେ ମଧ୍ୟ କ୍ୟାଭିଟି ସୃଷ୍ଟି ହୋଇପାରେ। ତେଣୁ, ଏହାକୁ ରୋକିବେ କିପରି? ଏନେଇ ବିଶିଷ୍ଟ ଓରାଲ ଏବଂ ମ୍ୟାକ୍ସିଲୋଫେସିଆଲ ସର୍ଜନ ଡାକ୍ତର ପ୍ରିତିଶ ପଟ୍ଟନାୟକ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। ଦାନ୍ତ ପୋକଡ଼ା ହେବାକୁ ରୋକିବେ କିପରି? Oral Cavities, also known as Tooth Decay, is an oral health problem that occurs when acids produced by bacteria in plaque (a sticky film of bacteria that forms on teeth) erode the enamel surface of teeth. Untreated cavities can lead to tooth infection and tooth extraction. How to prevent Oral Cavities? Let’s know more from Dr Pritish Patnaik, an Oral and Maxillofacial Surgeon. Prevention of Cavities or Tooth Decay, in Odia