ସୁସ୍ଥ କେଶ ପାଇଁ ଡାଏଟ୍ | Diet for Healthy & Strong Hair in Odia | Niharika Dash
About this video
ସୁସ୍ଥ, ସୁନ୍ଦର ଓ ମଜଭୁତ କେଶ କାହାର ବା ନ ଇଛା। ହେଲେ ବର୍ତ୍ତମାନର ଜୀବନଶୈଳୀ, ଖାଦ୍ୟପେୟ କେଶ ଝଡ଼ିବା, କେଶ ଶୁଷ୍କ ହେବା ତଥା ଚନ୍ଦାପଣ ଭଳି ସମସ୍ୟା ପାଇଁ ଦାୟୀ। ତେବେ ଆସନ୍ତୁ ଡାଏଟିସିଆନ୍ ନିହାରିକା ଦାଶଙ୍କଠାରୁ କେଶ ସୁସ୍ଥ ଓ ସୁନ୍ଦର କରିବା ପାଇଁ କ’ଣ ଖାଇବେ ସେନେଇ ଜାଣିବା। Everyone wants to have healthy, beautiful, and strong hair. However, the current lifestyle is responsible for problems such as hair loss, hair dryness, and baldness. Let's find out what to eat for healthy and beautiful hair from Dietician Niharika Dash.