କୋଭିଡ୍‌ ବେଳେ ଡାଏବେଟିସ୍‌ ରୋଗୀ କ’ଣ ଖାଇବେ? | Diet for Diabetes Patient during COVID19 | Niharika Dash

Niharika Dash16 May 20218:0389K views

About this video

ଡାଇବେଟିସ୍ ରୋଗରେ ଶରୀରରେ ରକ୍ତ ଶର୍କରା ସ୍ତର ସବୁବେଳେ ହ୍ରାସ ବୃଦ୍ଧି ହେବା ଫଳରେ ରୋଗୀର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇବା ଯୋଗୁଁ ସଂକ୍ରମଣଜନିତ ଜଟିଳତା ବଢ଼ିଯାଏ। କୋଭିଡ୍‌-୧୯ ସଂକ୍ରମଣରୁ ମଧୁମେହ ରୋଗୀ ନିଜକୁ ସୁରକ୍ଷିତ ରଖିବା ପାଇଁ ଖାଦ୍ୟପେୟ ଓ ନିଜ ଜୀବନଶୈଳୀରେ ପରିବର୍ତ୍ତନ କରିବା ଦରକାର। ଆସନ୍ତୁ ଜାଣିବା କୋଭିଡ୍‌ ବେଳେ ମଧୁମେହ ରୋଗୀଙ୍କ ଖାଦ୍ୟପେୟ କେମିତି ହେବା ଆବଶ୍ୟକ। ଏନେଇ ଜାଣନ୍ତୁ ଖାଦ୍ୟ ବିଶେଷଜ୍ଞ ନିହାରିକା ଦାଶଙ୍କ ପରାମର୍ଶ।