ଛୋଟ ପିଲାଙ୍କର ଦାନ୍ତର ଯତ୍ନ କିଭଳି ନେବେ? | How to Take Care of Your Child's Teeth? | Dr Arpita Dash
About this video
ଛୋଟ ପିଲାଙ୍କର ଦାନ୍ତର ଯତ୍ନ ନ ନେଲେ ଦାନ୍ତରେ କ୍ୟାଭିଟି ହେବା, ଦାନ୍ତ ନଷ୍ଟ ହେବା, ବାହାଡ଼ା ଦାନ୍ତ ଉଠିବା ଭଳି ସମସ୍ୟା ଉପୁଜିଥାଏ। ତେଣୁ ପିଲାଙ୍କର ଦାନ୍ତର ଯତ୍ନ ନେବା ନିହାତି ଜରୁରୀ। ତେବେ ଆସନ୍ତୁ ଡାକ୍ତର ଅର୍ପିତା ଦାଶଙ୍କଠାରୁ ଏହି ବିଷୟରେ ଅଧିକ ଜାଣିବା। How can you prevent your child from getting cavities? Not caring about children's teeth can lead to problems such as cavities, tooth decay. A cavity is a hole that can grow bigger and deeper over time. Therefore, it is important to take care of your child's teeth. Let's know more from Dr Arpita Dash, a Dental Surgeon.