ପେଟ ଜନିତ ସମସ୍ୟା: କେମିତି ଭଲ ହେବ?| Stomach Problem: What Food to Avoid? | Gas, Acidity | Niharika Dash
About this video
ଖାଦ୍ୟପେୟର ଅନିୟମିତତା ତଥା ଖାଦ୍ୟରେ ଅତ୍ୟଧିକ ତେଲ ମସଲାର ବ୍ୟବହାର ଶରୀରର ପାଚନ ତନ୍ତ୍ର ଉପରେ ପ୍ରଭାବ ପକାଇଥାଏ। ଫଳରେ ଗ୍ୟାସ୍, ଏସିଡିଟି, କୋଷ୍ଠକାଠିନ୍ୟ ଭଳି ଅନେକ ପେଟ ଜନିତ ସମସ୍ୟା ବଢ଼ିବାରେ ଲାଗିଛି। ନିଜ ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ପାଇଁ କେଉଁ ପ୍ରକାରର ଖାଦ୍ୟ ଖାଇବା ଉଚିତ? କ’ଣ ଖାଇଲେ ଗ୍ୟାସ୍, ଏସିଡିଟି, କୋଷ୍ଠକାଠିନ୍ୟକୁ ଦୂରେଇ ଦେଇ ପାରିବା? ସେ ବିଷୟରେ କହୁଛନ୍ତି ଜଣାଶୁଣା ଡାଏଟିସିଆନ୍ ନିହାରିକା ଦାଶ।