ଡାଏବେଟିସ୍‌ର ଜଟିଳତା ଓ ଚିକିତ୍ସା | Complications & Treatment of Diabetes in Odia | Diabetes 360

Swasthya Plus Network16 November 20227:351.3K views

About this video

ଡାଏବେଟିସ୍ ବା ମଧୁମେହ ଆଜି ଏକ ବିଶ୍ୱ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି। ବର୍ତ୍ତମାନ ଘରେ ଘରେ ଡାଏବେଟିସ୍‌ ରୋଗୀ। ଅନିୟନ୍ତ୍ରିତ ଡାଏବେଟିସ୍‌ ବିଭିନ୍ନ ଜଟିଳତାର କାରଣ ହୋଇପାରେ। ଏହାକୁ କାବୁ କରିବାର ସବୁଠାରୁ ବଡ଼ ଉପାୟ ହେଉଛି ନିୟମିତ ବ୍ୟବଧାନରେ ଡାକ୍ତରୀ ପରୀକ୍ଷା, ସ୍ୱାସ୍ଥ୍ୟକର ଜୀବନଶୈଳୀ, ଔଷଧ ଏବଂ ସଠିକ୍‌ ଡାଏଟ୍‌। ସ୍ୱାସ୍ଥ୍ୟପ୍ଲସ୍ ଏବଂ ଓଡ଼ିଶାଲାଇଭର ସ୍ୱତନ୍ତ୍ର ମିଡିଆ କ୍ୟାମ୍ପେନ ‘ଡାଏବେଟିସ୍ ୩୬୦’।