ମୋତିଆବିନ୍ଦୁ : କେମିତି ହୁଏ ଚିକିତ୍ସା? । Dr Swati Samant on Cataract in Odia | Signs & Treatment

Dr Swati Samant14 August 20216:2518K views

About this video

ମୋତିଆବିନ୍ଦୁ ହେଉଛି ଚକ୍ଷୁର ଲେନ୍ସ ମେଘୁଆ ହୋଇଯିବା, ଫଳରେ ସ୍ପଷ୍ଟ ଭାବରେ ଦେଖିନହେବା। ଅଧିକାଂଶ ମୋତିଆବିନ୍ଦୁ ବୟସ ବୃଦ୍ଧି ସହିତ ସମ୍ପର୍କିତ ହୋଇଥାଏ, କ୍ୱଚିତ ଘଟଣାରେ ଜନ୍ମରୁ ଶିଶୁମାନଙ୍କ କ୍ଷେତ୍ରରେ ଏହି ସମସ୍ୟା ରହିଥାଏ କିମ୍ବା ଚକ୍ଷୁରେ ଆଘାତ, ଫୁଲା ଏବଂ ଅନ୍ୟ ଚକ୍ଷୁରୋଗ କାରଣରୁ ମୋତିଆବିନ୍ଦୁ ବିକଶିତ ହୋଇପାରେ।