ଛୋଟ ପିଲାଙ୍କ ଆଖି ସମସ୍ୟା – କେମିତି ଜାଣିବେ? | Eye Problems in Children (in Odia) | Dr S Jayalaxmi
About this video
ଯେତେବେଳେ ଗୋଟେ ଶିଶୁଙ୍କର ଆଖିରେ କୌଣସି ସମସ୍ୟା ହୁଏ ବା ସେମାନଙ୍କର ଦୃଷ୍ଟିଶକ୍ତି କମିଯାଏ, ସେତେବେଳେ ସେମାନେ କହିପାରନ୍ତି ନାହିଁ। ସେହି ପରିସ୍ଥିତିରେ ବାପାମା’, ଅଭିଭାବକ କେମିତି ଚିହ୍ନିବେ? ଗୋଟେ ଛୋଟ ପିଲାର ଆଖି ସମସ୍ୟା ଅଛି କି ନାହିଁ ଏହା କେମିତି ଜାଣିବେ? ଆସନ୍ତୁ ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ଏସ୍ ଜୟଲକ୍ଷ୍ମ ଏନେଇ କ’ଣ କହୁଛନ୍ତି, ଜାଣିବା।