ହଠାତ ବ୍ଲଡ୍ପ୍ରେସର ଲୋ ହୋଇଗଲେ କ’ଣ କରିବେ? | Low Blood Pressure in Odia |Hypotension| Dr Ananya Mohanty
Dr Ananya Mohanty18 August 202610:43800 views
About this video
ଉଚ୍ଚ ରକ୍ତଚାପ ଭଳି ନିମ୍ନ ରକ୍ତଚାପ ମଧ୍ୟ ଏକ ଚିନ୍ତାର ବିଷୟ। ରକ୍ତଚାପ କମ ହେଲେ ଅନେକ ଲୋକ ଜାଣି ପାରନ୍ତି ନାହିଁ। ଏହାର ପ୍ରଭାବକୁ ସାମାନ୍ୟ ଅସୁସ୍ଥତା ବୋଲି ମନେକରିଥାନ୍ତି । କିନ୍ତୁ ଏହା ମଧ୍ୟ ବିଭିନ୍ନ ରୋଗକୁ ନିମନ୍ତ୍ରଣ କରିଥାଏ। ନିମ୍ନ ରକ୍ତଚାପର ଲକ୍ଷଣ କ’ଣ? ହଠାତ ରକ୍ତଚାପ କମିଗଲେ କ’ଣ କରିବେ? ଆସନ୍ତୁ, ବିଶିଷ୍ଟ ମେଡ଼ିସିନ୍ ସ୍ପେଶାଲିଷ୍ଟ୍ ଡାକ୍ତର ଅନନ୍ୟା ମହାନ୍ତିଙ୍କଠାରୁ ଏନେଇ ଅଧିକ ଜାଣିବା।