ଦାନ୍ତ ଘଷିବାର ସଠିକ୍ ଉପାୟ – ଜାଣନ୍ତୁ । Dr Dibya Lochan Swain | How to Brush Your Teeth in Odia?
About this video
ଦାନ୍ତରେ କ୍ୟାଭିଟି, ସଂକ୍ରମଣ ତଥା ଦାନ୍ତ କ୍ଷୟରୁ ରକ୍ଷା କରିବା ପାଇଁ ନିୟମିତ ବ୍ୟବଧାନରେ ଦାନ୍ତ ସଫା କରିବା ନିହାତି ଜରୁରୀ। ଏଥିପାଇଁ ଦୈନିକ ୨ ଥର ବ୍ରସ୍ କରିବା ଆବଶ୍ୟକ। ତେବେ ଦାନ୍ତ ବ୍ରସ୍ କରିବାର ସଠିକ୍ ଉପାୟ କ’ଣ ବା କେମିତି ବ୍ରସ୍ କଲେ ଦାନ୍ତ ସଫା ରହିବ? ଏନେଇ ବିଶିଷ୍ଟ ଦନ୍ତ ରୋଗ ବିଶେଷଜ୍ଞ ଡାକ୍ତର ଦିବ୍ୟ ଲୋଚନ ସ୍ୱାଇଁ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। It is important to brush your teeth to prevent gum disease, cavities, infections, and tooth decay. You should brush your teeth at least twice a day. So what is the right way to brush your teeth or how to brush your teeth perfectly? Let us find out more from Dr Dibya Lochan Swain, a Dental Surgeon.