ଆଖି ଶୁଖିଯାଉଛି କି? | How to get relief from Dry Eyes? in Odia | Dr Surjya Kiran Patnaik
About this video
ଶୁଖିଲା ଚକ୍ଷୁ ହେଉଛି ଏକ ଚକ୍ଷୁ ରୋଗ ଯାହା ଆଖିରେ ପର୍ଯ୍ୟାପ୍ତ ଲୁହ ଉତ୍ପନ୍ନ ନ ହେଲେ ହୋଇଥାଏ। ଆଖିରେ ଶୁଷ୍କତା କାରଣରୁ ଅନ୍ୟ କେଉଁ ସମସ୍ୟା ଦେଖାଦେଇପାରେ? ଏ ବିଷୟରେ ଆସନ୍ତୁ ବିଶିଷ୍ଟ ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତୀ ସୂର୍ଯ୍ୟ କିରଣ ପଟ୍ଟନାୟକ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।