ଡାଏବେଟିସ୍‌ ଯୋଗୁଁ ପରିସ୍ରାରେ ସମସ୍ୟା | Urological Problems due to Diabetes, Odia | Dr Jyoti Mohan Tosh

Dr Jyoti Mohan Tosh16 December 20238:3217K views

About this video

ଅନିୟନ୍ତ୍ରିତଡାଏବେଟିସ୍‌ ଯୋଗୁଁ ପରିସ୍ରାଗତ ସମସ୍ୟାଦେଖାଦେଇଥାଏ, ଯେପରି ୟୁରିନ୍‌ ଇନ୍‌ଫେକ୍ସନ୍‌, ପରିସ୍ରା ସ୍ଥାନ କୁଣ୍ଡାଇହେବା ଆଦି। ତେବେଏଭଳି ସମସ୍ୟା ହେଲେ ଏହାରଚିକିତ୍ସା କ’ଣ? ଆସନ୍ତୁବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ଜ୍ୟୋତି ମୋହନତୋଷଙ୍କଠାରୁ ଏ ବିଷୟରେ ଅଧିକଜାଣିବା।