ଦାନ୍ତ ସଫା କେମିତି ରଖିବେ? | How to Brush your teeth? in Odia | Brushing Technique | Dr Prajna Pattnaik

Dr Prajna Pattnaik24 March 202610:2947K views

About this video

ଏବେ ବି ଲୋକ ଠିକ୍‌ ଭାବେ ବ୍ରସ୍‌ କରିବା ଜାଣି ନାହାନ୍ତି। ଫଳରେ ଦାନ୍ତରେ ମଇଳା ଜମା ହେବା, ଦାନ୍ତ ପୋକ ଖାଇବା ଏବଂ ରକ୍ତ ବାହାରିବା ଭଳି ସମସ୍ୟା ଦେଖାଦେଇଥାଏ। ତେଣୁ ଦିନକୁ ଦୁଇଥର ବ୍ରସ୍‌ କରିବା ଆବଶ୍ୟକ। ଦାନ୍ତ ବ୍ରସ୍‌ କରିବାର ସଠିକ୍‌ ଉପାୟ କ’ଣ ବା କେମିତି ବ୍ରସ୍‌ କଲେ ଦାନ୍ତ ସଫା ରହିବ? ଏନେଇ ବିଶିଷ୍ଟ ଦନ୍ତ ରୋଗ ବିଶେଷଜ୍ଞ ଡାକ୍ତର ପ୍ରଜ୍ଞା ପଟ୍ଟନାୟକ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।