ଆଖିର ସ୍ୱଚ୍ଛପଟ୍ଟଳରେ ଆଘାତ – କେମିତି ରୋକିବେ? | Dr Sujata Das on Treatment of Corneal Injury in Odia

Dr Sujata Das23 November 202011:215.8K views

About this video

ବିଭିନ୍ନ କାରଣରୁ ଆଖିରେ ଆଘାତ ଲାଗିବା ଫଳରେ ଏଥିରେ ଥିବା ସ୍ୱଚ୍ଛପଟ୍ଟଳ ବା କର୍ଣ୍ଣିଆ କଟିଯାଏ। ଆପଣଙ୍କୁ ଜାଣିବା ଦରକାର କି, ଏହା ଏକ ବିପଦଜନକ ଅବସ୍ଥା। ଯଦି ଆଖିରେ କୌଣସି ବି ଆଘାତ ଲାଗୁଛି ଏବଂ ଆପଣଙ୍କୁ ଅସହଜ ମନେ ହେଉଛି, ତେବେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ। ନଚେତ୍ ଦୃଷ୍ଟି ସମ୍ପୂର୍ଣ୍ଣ ରୂପେ ଚାଲିଯିବାର ଭୟ ମଧ୍ୟ ରହିଥାଏ। ସ୍ୱଚ୍ଛପଟ୍ଟଳ ବା କର୍ଣ୍ଣିଆରେ ଆଘାତ ବାଜିବାଠାରୁ ଆମେ କେମିତି ସୁରକ୍ଷିତ ରହିବା? ଯଦି ଦୁର୍ଘଟଣା ଘଟୁଛି, ତେବେ କେମିତି ଏହାର ଚିକିତ୍ସା କରିବା। ଏ ବିଷୟରେ ବିଶିଷ୍ଟ ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ସୁଜାତା ଦାସଙ୍କଠାରୁ ଜାଣନ୍ତୁ।