Skip to main content

Short

ପେଟ କମାଇବା ପାଇଁ ୫ଟି ଟିପ୍ସ | Niharika Dash | #Shorts

Niharika Dash1 April 20220:56178K viewsOdia

About this short

ଆଜିର ଆଧୁନିକ ଜୀବନଶୈଳୀ ଭିତରେ ପେଟରେ ଚର୍ବି ବଢ଼ିବା ଏକ ସାଧାରଣ ଘଟଣା ହୋଇଗଲାଣି। ପେଟରେ ଅତ୍ୟଧିକ ଚର୍ବି କାରଣରୁ ବିଭିନ୍ନ ରୋଗ ମାଡ଼ି ବସିବାର ଆଶଙ୍କା ଥାଏ। ତେବେ ପେଟରୁ ଚର୍ବି କମାଇବା ପାଇଁ କେଉଁ ଭଳି ଡାଏଟ୍‌ ଆପଣେଇବା ଆବଶ୍ୟକ। ଏନେଇ ଡାଏଟିସିଆନ୍‌ ନିହାରିକା ଦାଶ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।