Short

ରକ୍ତଚାପ ନିୟନ୍ତ୍ରଣ ପାଇଁ କ’ଣ ଖାଇବେ ନାହିଁ? | Food to Avoid in Blood Pressure in Odia | Niharika Dash

Niharika Dash26 December 20220:3919K viewsOdia

About this short

ହୃଦ୍‌ଘାତ, ପକ୍ଷାଘାତ ଭଳି ଅନେକ ବଡ଼ ବଡ଼ ରୋଗର କାରଣ ହେଉଛି ଉଚ୍ଚରକ୍ତଚାପ। ରକ୍ତଚାପ ନିୟନ୍ତ୍ରଣରେ ନ ରହିଲେ ଏହା ବିଭିନ୍ନ ରୋଗକୁ ଡାକିଆଣେ। ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାକୁ ହେଲେ ମାନସିକ ଚାପ, ଜୀବନଶୈଳୀ ତଥା ଖାଦ୍ୟପେୟରେ ପରିବର୍ତ୍ତନ ଆଣିବା ନିହାତି ଜରୁରୀ। ଆସନ୍ତୁ ଡାଏଟିସିଆନ୍‌ ନିହାରିକା ଦାଶଙ୍କଠାରୁ ଏ ବିଷୟରେ ଅଧିକ ଜାଣିବା। High blood pressure is the leading cause of many major illnesses, such as heart attack and stroke. A healthful diet and lifestyle can help to reduce the risk of hypertension. It is important to change your stress, lifestyle, and diet to keep your blood pressure under control. Let's find out more from Dietician Niharika Das.