Short

ଆଖିରେ ଆଲର୍ଜି ହେଲେ କ’ଣ କରିବେ? | Eye Allergy: Tips for Relief | Dr Amrita Mohanty | #Shorts

Dr Amrita Mohanty31 October 20220:493.2K viewsOdia

About this short

ଆଖିରେ ଆଲର୍ଜି ହେଲେ ସାଧାରଣତଃ ଆଖି କୁଣ୍ଡାଇ ହେବା ସହ ଲାଲ ପଡ଼ିବା, ଆଖିରୁ ପାଣି ଗଡ଼ିବା ଭଳି ଲକ୍ଷଣ ଦେଖାଦେଇଥାଏ। ତେବେ ଆଖିରେ ଆଲର୍ଜି କାହିଁକି ହୁଏ? ଏହାର ଚିକିତ୍ସା ବିଷୟରେ ଆସନ୍ତୁ ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ଅମ୍ରିତା ମହାନ୍ତି କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। Symptoms of Eye Allergies may include itchy or burning eyes, scaling around the eyes, and watery eyes. How do you get rid of Eye Allergies? Let's know more from Dr Amrita Mohanty, a Consultant in Cornea & Anterior Segment.