Short
ପିଲାଙ୍କ ଇମ୍ୟୁନିଟି କେମିତି ବଢ଼ାଇବେ? | Ways to Boost Child's Immune System | Niharika Dash | #Shorts
About this short
ରୋଗ ପ୍ରତିରୋଧକ ଶକ୍ତି ଆମକୁ ବିଭିନ୍ନ ରୋଗରୁ ସୁରକ୍ଷା ଦେଇଥାଏ। ତେବେ ଛୋଟ ପିଲାଙ୍କର ରୋଗ ପ୍ରତିରୋଧକ ଶକ୍ତି କେମିତି ବୃଦ୍ଧି ପାଇବ? ଆସନ୍ତୁ ଡାଏଟିସିଆନ୍ ନିହାରିକା ଦାଶଙ୍କଠାରୁ ଜାଣିବା। The immune system protects us from various diseases. So how can the immune system of a small child be increased? How to Build Up Your Child's Immune System? Let's find out more from Dietician Niharika Dash.