Short
ମାଢ଼ି ରୋଗ କାହିଁକି ହୁଏ ? | Dr Ellena Mishra | #Shorts
About this short
ମାଢ଼ି ରୋଗକୁ ଡାକ୍ତରୀ ଭାଷାରେ ପେରିଓଡୋଣ୍ଟାଇଟିସ୍ ବୋଲି କୁହାଯାଏ । ଏହାଦ୍ଵାରା ମାଢ଼ିରେ ସଂକ୍ରମଣ ହୋଇ ମାଢ଼ି ନଷ୍ଟ ହେବା, ମାଢ଼ି ଫୁଲିଯିବା, ଦାନ୍ତ ଗଳିଯିବା ଭଳି ସମସ୍ୟା ଉପୁଜିଥାଏ । ତେବେ ଆସନ୍ତୁ ଦନ୍ତ ରୋଗ ବିଶେଷଜ୍ଞ ଡାକ୍ତର ଏଲିନା ମିଶ୍ରଙ୍କଠାରୁ ମାଢ଼ି ରୋଗର କାରଣ ବିଷୟରେ ଜାଣିବା। Gum disease is also called Periodontitis. Periodontal diseases are mainly the result of infections of the gums and bones that support the teeth. This can lead to gum infections, tooth decay, swelling, and tooth decay. So let's find out the causes of gum diseases from Dr Ellena Mishra, an Endodontics & Cosmetic Dentist.