Short

କମ୍ପ୍ୟୁଟର ଆଗରେ କାମ କରୁଥିଲେ ନିଅନ୍ତୁ ଆଖିର ଯତ୍ନ | How to Relieve Eye Strain? Dr Swati Samanta #Shorts

Dr Swati Samanta16 September 20220:553.5K viewsOdia

About this short

ଆଜିକାଲି ଅଧିକାଂଶ ଲୋକ କମ୍ପ୍ୟୁଟର, ମୋବାଇଲ ଆଦିର ବହୁଳ ବ୍ୟବହାର କରୁଛନ୍ତି। ଲମ୍ବା ସମୟ ଧରି ସ୍କ୍ରିନ୍‌ ଦେଖିବା ଫଳରେ ଆଖିରେ ଶୁଖିଲାପଣ, ଆଖିରୁ ପାଣି ବାହାରିବା ଭଳି ବିଭିନ୍ନ ସମସ୍ୟା ଦେଖାଦେଇଥାଏ। ତେବେ ଆସନ୍ତୁ ବିଶିଷ୍ଟ ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ସ୍ୱାତୀ ସାମନ୍ତ କ’ଣ କହୁଛନ୍ତି ଜାଣିବା। Are you sitting in front of a computer for a long time? Nowadays, most people are using computers, mobiles, etc. extensively. Looking at the screen for a long time can cause various problems like dryness in the eyes, and water coming out of the eyes. Let’s learn more about this from Dr Swati Samanta, an ophthalmologist.