Short

ଆଖିରେ ଆଲର୍ଜି ହେଲେ କ’ଣ କରିବେ? | How to Get Relief from Eye Allergies? | Dr Amrita Mohanty | #Shorts

Dr Amrita Mohanty23 September 20220:432.6K viewsOdia

About this short

ଆଖିରେ ଆଲର୍ଜି ହେଲେ ସାଧାରଣତଃ ଆଖି କୁଣ୍ଡାଇ ହେବା ସହ ଲାଲ ପଡ଼ିବା, ଆଖିରୁ ପାଣି ଗଡ଼ିବା ଭଳି ଲକ୍ଷଣ ଦେଖାଦେଇଥାଏ। ତେବେ ଆଖିରେ ଆଲର୍ଜିକୁ ରୋକିବେ କିପରି? ଆସନ୍ତୁ ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ଅମ୍ରିତା ମହାନ୍ତି କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। How to Get Relief From Eye Allergies? Let's find out more from Dr Amrita Mohanty, a Consultant in Cornea & Anterior Segment.