Short

ସୁସ୍ଥ ଦାନ୍ତ ପାଇଁ କ'ଣ ଖାଇବେ, କ'ଣ ନାହିଁ? | Dr Arpita Dash | #Shorts

Dr Arpita Dash28 August 20220:584.5K viewsOdia

About this short

ଦାନ୍ତ ଆମର ସମଗ୍ର ମୁଖମଣ୍ଡଳର ସୌନ୍ଦଯକୁ ବୃଦ୍ଧି କରିଥାଏ। କିନ୍ତୁ, ଆମେ ବେଳେ ଦାନ୍ତର ଯତ୍ନ ନେବାରେ ଅବହେଳା କରିଥାଉ, ଯାହାର ପରିଣାମ ସ୍ଵରୂପ ଆମେ ଦାନ୍ତବିନ୍ଧା, ଦାନ୍ତରେ ପୋକ ଲାଗିବା ଭଳି ସମସ୍ୟକୁ ସମ୍ମୁଖୀନ କରିଥାଉ। ତେବେ,ସୁସ୍ଥ ଦାନ୍ତ ପାଇଁ ଖାଦ୍ୟର ଭୂମିକା ବିଷୟରେ କ’ଣ କହୁଛନ୍ତି ଦନ୍ତ ରୋଗ ବିଶେଷଜ୍ଞ ଡାକ୍ତର ଅର୍ପିତା ଦାଶ, ଆସନ୍ତୁ ଜାଣିବା। Teeth enhance the beauty of our entire face. However, we sometimes neglect to take care of our teeth, which can lead to problems such as tooth decay and toothache. Let's find out what dentist Arpita Das has to say about the role of food for healthy teeth.