Short
ଦାନ୍ତ ସଫା କେମିତି କରିବେ? | How to Clean Your Teeth? | Dr Arpita Dash | #Shorts
About this short
ଦାନ୍ତ ଜନିତ ସମସ୍ୟାକୁ ଏଡ଼ାଇବାକୁ ହେଲେ ଦାନ୍ତ ସଫା ରଖିବା ନିହାତି ଜରୁରୀ। ତେବେ ଦାନ୍ତର ଯତ୍ନ କିପରି ନେବେ? ଏନେଇ କ’ଣ କହୁଛନ୍ତି ଦନ୍ତ ରୋଗ ବିଶେଷଜ୍ଞ ଡାକ୍ତର ଅର୍ପିତା ଦାଶ। It is important to keep your teeth clean to avoid tooth problems. So how do you take care of your teeth? Let's know more from Dr Arpita Dash, a Dental Surgeon.