ଆପଣାର ଲୋକଙ୍କୁ ହରାଇବାର ଦୁଃଖ: ନିଜକୁ କେମିତି ସମ୍ଭାଳିବେ? | Coping with Grief in Odia | Dr Pallabi Sahu

Dr Pallabi Sahu17 July 20228:012.6K views

About this video

ପ୍ରିୟଜନଙ୍କୁ ହରାଇବା ନିଶ୍ଚିତ ଭାବରେ ଏକ ଦୁଃଖଦ ଘଟଣା। ବ୍ୟକ୍ତି ମାନସିକ ସ୍ତରରେ ଭାଙ୍ଗିପଡ଼ିଥାଆନ୍ତି। ଏଭଳି ପରିସ୍ଥିତିର ମୁକାବିଲା କେମିତି କରିବା? ଆସନ୍ତୁ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ପଲ୍ଲବୀ ସାହୁଙ୍କଠାରୁ ଏନେଇ ଅଧିକ ଜାଣିବା।