ଆପଣାର ଲୋକଙ୍କୁ ହରାଇବାର ଦୁଃଖ: ନିଜକୁ କେମିତି ସମ୍ଭାଳିବେ? | Coping with Grief in Odia | Dr Pallabi Sahu
About this video
ପ୍ରିୟଜନଙ୍କୁ ହରାଇବା ନିଶ୍ଚିତ ଭାବରେ ଏକ ଦୁଃଖଦ ଘଟଣା। ବ୍ୟକ୍ତି ମାନସିକ ସ୍ତରରେ ଭାଙ୍ଗିପଡ଼ିଥାଆନ୍ତି। ଏଭଳି ପରିସ୍ଥିତିର ମୁକାବିଲା କେମିତି କରିବା? ଆସନ୍ତୁ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ପଲ୍ଲବୀ ସାହୁଙ୍କଠାରୁ ଏନେଇ ଅଧିକ ଜାଣିବା।