ସ୍ମରଣଶକ୍ତି କମିଯିବା – ଡିମେନସିଆ ରୋଗର ଲକ୍ଷଣ| Dr Surjyaprakash S Choudhury on Dementia in Odia
About this video
ବୟସ ବଢ଼ିବା ସହିତ ଆମ ମସ୍ତିଷ୍କରେ ଥିବା କିଛି ନ୍ୟୁରୋ ହରମୋନ୍ ଶୁଖିଗଲେ, ସ୍ମରଣଶକ୍ତି କମିଯିବା ଭଳି ଲକ୍ଷଣ ଦେଖାଯାଇଥାଏ। ଏହି ସମସ୍ୟାକୁ ଡିମେନସିଆ ବୋଲି କୁହାଯାଏ। ଅନେକ ଯୁବାବସ୍ଥାରେ ମଧ୍ୟ ଡିମେନସିଆର ଶିକାର ହୋଇଥା’ନ୍ତି। ତେବେ ବିଶିଷ୍ଟ ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ସୂର୍ଯ୍ୟପ୍ରକାଶ ଶିବନାରାୟଣ ଚୌଧୁରୀଙ୍କଠାରୁ ଡିମେନସିଆ ରୋଗର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ଆସନ୍ତୁ ଜାଣିବା। As some of the neuro-hormones in our brains dry out with age, symptoms such as memory loss may appear. This problem is called dementia. Many young people also suffer from dementia. So let's find out the causes, symptoms, and treatment of dementia from Neurologist Dr Surjyaprakash S Choudhury.