Skip to main content

ଅର୍ଶ, ମଳକଣ୍ଟକ, ଭଗନ୍ଦର - କାରଣ, ଲକ୍ଷଣ, ଚିକିତ୍ସା | Dr Narahari Panda on Piles, Fissures and Fistula

Dr Narahari Panda27 August 202012:13840K views

About this video

ଅର୍ଶ, ମଳକଣ୍ଟକ ଓ ଭଗନ୍ଦର ଏ ସମସ୍ତ ହେଉଛି ମଳାଶୟ ଓ ମଳଦ୍ଵାରଗତ ରୋଗ। କେତେକ ବ୍ୟକ୍ତିଙ୍କର ମଳତ୍ୟାଗ ସମୟରେ ବା ପରେ ମଳଦ୍ଵାରରୁ ରକ୍ତ ନିର୍ଗତ ହୋଇଥାଏ। ଏହା ସହିତ ମଳତ୍ୟାଗ ସମୟରେ ପ୍ରବଳ କଷ୍ଟ ମଧ୍ୟ ହୁଏ। ଏହା ମଳକଣ୍ଟକ, ଅର୍ଶ ହୋଇପାରେ। ଅନ୍ୟ କେତେକଙ୍କ ମଳଦ୍ଵାର ପାର୍ଶ୍ୱରେ ଏକ ଛିଦ୍ର ହେବା ସହ ସେଥିରୁ ମଳ, ରକ୍ତ ପଡ଼ିଥାଏ। ଏହାର ଭଗନ୍ଦର ବୋଲି କୁହାଯାଏ? ତେବେ ମଳକଣ୍ଟକ, ଅର୍ଶ, ଭଗନ୍ଦର କାହିଁକି ହୁଏ? କେମିତି କରିବେ ଏହି ରୋଗର ଚିକିତ୍ସା? ଏନେଇ ବରିଷ୍ଠ ସର୍ଜରୀ କନସଲଟାଣ୍ଟ ଡାକ୍ତର ନରହରି ପଣ୍ଡା କ'ଣ କହୁଛନ୍ତି ଆସନ୍ତୁ ଜାଣିବା।