ବୋନ୍‌ କ୍ୟାନ୍‌ସର – କାହିଁକି ହୁଏ? | Bone Cancer/ Osteosarcoma in Odia | Dr Bhagyashree Singh

Dr Bhagyashree Singh11 August 202211:5511K views

About this video

ଅଷ୍ଟିଓସାର୍କୋମା ହେଉଛି ଏକ ପ୍ରକାର ହାଡ଼ର କ୍ୟାନ୍‌ସର, ଯାହାକି ହାଡ଼କୁ ତିଆରି କରୁଥିବା କୋଷରେ ହୋଇଥାଏ। ଆସନ୍ତୁ ଅଷ୍ଟିଓସାର୍କୋମା ବା ବୋନ୍‌ କ୍ୟାନ୍‌ସର ବିଷୟରେ ଡାକ୍ତର ଭାଗ୍ୟଶ୍ରୀ ସିଂଙ୍କଠାରୁ ଅଧିକ ଜାଣିବା।