ରକ୍ତଚାପ ନିୟନ୍ତ୍ରଣ କରିବା ପାଇଁ କ’ଣ କରିବେ? | High Blood Pressure in Odia | Prof Dr Srikant Kumar Dhar

Dr Srikant Kumar Dhar17 May 20224:2832K views

About this video

ରକ୍ତଚାପକୁ ସାଇଲେଣ୍ଟ କିଲର କହିଲେ ଅତ୍ୟୁକ୍ତି ହେବ ନାହିଁ। ରକ୍ତଚାପ ବିଭିନ୍ନ ରୋଗର କାରଣ ମଧ୍ୟ। ଅଧିକ ଦିନ ଉଚ୍ଚ ରକ୍ତଚାପରେ ପୀଡ଼ିତ ବ୍ୟକ୍ତିଙ୍କୁ ହାର୍ଟ ଆଟାକ ହେବାର ଆଶଙ୍କା ମଧ୍ୟ ଅଧିକ। ତେଣୁ ରକ୍ତଚାପକୁ ନିୟନ୍ତ୍ରଣ କରିବା ନିହାତି ଜରୁରୀ। ତେବେ ଆସନ୍ତୁ ବିଶ୍ୱ ହାଇପରଟେନ୍‌ସନ୍‌ ବା ଉଚ୍ଚ ରକ୍ତଚାପ ଦିବସ ଅବସରରେ ରକ୍ତଚାପକୁ କିପରି ନିୟନ୍ତ୍ରଣ କରିବା, ଜାଣିବା। High blood pressure is the root cause of other major health complications. May 17 is celebrated as World Hypertension Day to raise awareness about the same every year. It would not be an exaggeration to say that high blood pressure is a silent killer as it may not have evident symptoms but it can cause life-taking complications in your body. High blood pressure affects a variety of organs including the heart, lungs, kidneys, and the liver. What is high blood pressure? How to control high blood pressure? Let’s find out more from Prof Dr Srikant Kumar Dhar, a Medicine Specialist.