ଥରେ ଚଷମା ପିନ୍ଧିଲେ ଜୀବନସାରା ପିନ୍ଧିବାକୁ ପଡ଼ିଥାଏ କି? | Wearing Glasses for Lifetime! | Dr Surjya Patnaik
About this video
ଅଧିକାଂଶ ଲୋକଙ୍କର ଧାରଣା ଥାଏ ଯେ, ଥରେ ଚଷମା ପିନ୍ଧିଲେ ଜୀବନସାରା ଏହାକୁ ପିନ୍ଧିବାକୁ ପଡ଼ିଥାଏ। ତେବେ ଏହା କେତେ ସତ? ଏନେଇ କ’ଣ କହୁଛନ୍ତି ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ସୂର୍ଯ୍ୟ କିରଣ ପଟ୍ଟନାୟକ, ଆସନ୍ତୁ ଜାଣିବା। Is it true that if you start wearing glasses then you have to carry them your whole life? Let's find out more from Dr Surjya Kiran Patnaik, an Ophthalmologist. chasma kan sabubele pindhiba darkar? kahinki chasma pindhanti? chasma jibansara pindhibaku padithae ki? glass sabubele pindhile kana haba? akhi samaya kana kahuchanti akhi doctor