Skip to main content

ହିଷ୍ଟ୍ରିୟା କ’ଣ? ଏହା ଏକ ରୋଗ ନା ମାନସିକ ସମସ୍ୟା | Dr Snehanshu Dey on Hysteria (Conversion Disorder)

Dr Snehanshu Dey7 January 20228:50316K views

About this video

ଆମ ସମାଜରେ ହିଷ୍ଟ୍ରିୟାକୁ ବହୁତ ଖରାପ ଦୃଷ୍ଟିରେ ଦେଖନ୍ତି। ଅଧିକାଂଶ ଲୋକ ଏହାକୁ ଅଭଦ୍ରାମୀ ବୋଲି ମଧ୍ୟ ମନେ କରନ୍ତି। ତେବେ ଏହା କ’ଣ ଏକ ରୋଗ ନା ମାନସିକ ସମସ୍ୟା। ଏହାର କାରଣ, ଲକ୍ଷଣ ବିଷୟରେ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସ୍ନେହାଂଶୁ ଦେ’ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।