ତ୍ୱଚାରେ ଚମକ ପାଇଁ କ’ଣ ଖାଇବେ? | Diet for Glowing Skin in Odia | Dietician Niharika Dash
About this video
ବ୍ୟସ୍ତ ବହୁଳ ଜୀବନଶୈଳୀ, ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ତଥା ଶୋଇବାରେ ଅନିୟମିତତା ଯୋଗୁଁ ତ୍ୱଚା ଜନିତ ସମସ୍ୟା ଦେଖିବାକୁ ମିଳୁଛି। ତେବେ ତ୍ୱଚାକୁ ସୁସ୍ଥ ଓ ଚମକଦାର କରିବା ପାଇଁ କେଉଁ ଭଳି ଡାଏଟ୍ ନେବେ? ଏନେଇ କହିଛନ୍ତି ଡାଏଟିସିଆନ୍ ନିହାରିକା ଦାଶ। Excessive lifestyle, unhealthy eating, and sleeping disorders can lead to skin problems. So what kind of diet should you take to keep your skin healthy and radiant? Let's find out more from Dietician Niharika Dash.