କୋଲେଷ୍ଟ୍ରୋଲ – କେମିତି କରିବେ ନିୟନ୍ତ୍ରଣ? | Dr Binaya Bhusan Binakar on How to Control Cholesterol
About this video
କୋଲେଷ୍ଟ୍ରୋଲକୁ କେମିତି ନିୟନ୍ତ୍ରଣ କରିବେ, ସେନେଇ ଡାକ୍ତର ପରାମର୍ଶ ଜାଣନ୍ତୁ। ଭିଡିଓଟିକୁ ଲାଇକ କରିବା ସହିତ ପରିବାର ଓ ନିଜ ବନ୍ଧୁମାନଙ୍କୁ ସେୟାର କରନ୍ତୁ। ଅତ୍ୟଧିକ ଚର୍ବିଜାତୀୟ ତଥା ତେଲମସଲା ଖାଦ୍ୟ ଖାଇବା ଫଳରେ ଆମ ଶରୀରରେ କୋଲେଷ୍ଟ୍ରୋଲର ମାତ୍ରା ବଢ଼ିଯାଇଥାଏ। ଯଦି ଶରୀରରେ କୋଲେଷ୍ଟ୍ରୋଲର ମାତ୍ରାକୁ ନିୟନ୍ତ୍ରଣ କରିବେ ନାହିଁ, ତେବେ ଏହା ଡାଏବେଟିସ୍, ଉଚ୍ଚ ରକ୍ତଚାପ ଭଳି ବିଭିନ୍ନ ଦୂରାରୋଗ୍ୟ ରୋଗ ସୃଷ୍ଟି କରିପାରେ। ତାହେଲେ କେମିତି କୋଲେଷ୍ଟ୍ରୋଲକୁ ନିୟନ୍ତ୍ରଣ କରିବେ? ଏଥିପାଇଁ କ’ଣ ଖାଇବା ଦରକାର? ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ବିନୟ ଭୂଷଣ ବିଣାକରଙ୍କଠାରୁ ଆସନ୍ତୁ ଜାଣିବା।