ପିଲାଙ୍କଠାରେ ଟନ୍ସିଲାଇଟିସ୍: ଲକ୍ଷଣ ଓ ଚିକିତ୍ସା | Tonsilitis in Children, in Odia | Dr Subhrajit Parida
About this video
ଗଳାର ପଛ ଭାଗରେ ଥିବା ଟନ୍ସିଲ୍ ଗ୍ରନ୍ଥିରେ ସଂକ୍ରମଣ ହେବାକୁ ଟନ୍ସିଲାଇଟିସ୍ କୁହାଯାଏ। ଏହା ସାଧାରଣତଃ ଭୂତାଣୁ ଓ ଜୀବାଣୁ ଦ୍ୱାରା ହୋଇଥାଏ। ଟନ୍ସିଲାଇଟିସ୍ ଯୋଗୁଁ ଗଳା ଦରଜ, ଗିଳିବାରେ ଅସୁବିଧା, ଜ୍ୱର ଏବଂ ଅସହଜ ଅନୁଭବ ହୋଇଥାଏ। ପିଲାଙ୍କଠାରେ ଟନ୍ସିଲାଇଟିସ୍ ହେଲେ ଚିକିତ୍ସା କିପରି ହୁଏ? ଆସନ୍ତୁ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଶୁଭ୍ରଜିତ ପରିଡ଼ାଙ୍କଠାରୁ ଏନେଇ ଅଧିକ ଜାଣିବା।