ବୟସ୍କ ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟା ଓ ଯତ୍ନ |How to take care of Elderly? Odia| Prof Dr Srikant Kumar Dhar
About this video
ବୟସ ବଢ଼ିବା ସହ ବ୍ୟକ୍ତିବିଶେଷଙ୍କଠାରେ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦିଏ, ଯେପରିକି ହାଡ଼ ଦୁର୍ବଳ ହେବା, ଡାଏବେଟିସ୍, ହାଇ-ବ୍ଲଡ୍ପ୍ରେସର, ଗ୍ୟାସ୍, ଏସିଡିଟି, ହୃଦ୍ରୋଗ ଏଭଳି ନାନା ରୋଗ। ତେଣୁ, ବୟସ୍କ ଲୋକଙ୍କର ଖାଦ୍ୟପେୟରେ ପରିବର୍ତ୍ତନ ଏବଂ ବିଶେଷ ଯତ୍ନର ଆବଶ୍ୟକତା ରହିଛି। ଆସନ୍ତୁ, ବିଶିଷ୍ଟ ଭେଷଜ ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଶ୍ରୀକାନ୍ତ କୁମାର ଧରଙ୍କଠାରୁ ଜାଣିବା ବୟସ୍କ ଲୋକଙ୍କର ଯତ୍ନ କିପରି ନେବେ।