ଗର୍ଭାବସ୍ଥାରେ କ’ଣ ଖାଇବେ ଓ କ’ଣ ନାହିଁ? | Healthy Diet During Pregnancy in Odia | Dr Sunita Sahoo
About this video
ଏକ ସୁସ୍ଥ ଶିଶୁ ଜନ୍ମ ହେବା ପାଇଁ ଗର୍ଭାବସ୍ଥାରେ ମା’ର ଯତ୍ନ ନିହାତି ଦରକାର। ଏହି ସମୟରେ ଖାଦ୍ୟ ପ୍ରତି ଅଧିକ ଗୁରୁତ୍ୱ ଦେବା ନିହାତି ଜରୁରୀ। ମା’ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇଲେ ଗର୍ଭସ୍ଥ ଶିଶୁକୁ ଉପଯୁକ୍ତ ପୋଷଣ ମିଳିଥାଏ। ତେଣୁ ଏହି ସମୟରେ ସଠିକ ପୋଷଣ ନେବା ନିହାତି ଜରୁରୀ। ତେବେ ଜଣେ ଗର୍ଭବତୀ ମହିଳା ଏହି ସମୟରେ କ’ଣ ଖାଇବେ ଓ କ’ଣ ନାହିଁ, ଆସନ୍ତୁ ଖାଦ୍ୟ ବିଶେଷଜ୍ଞ ଡାକ୍ତର ସୁନୀତା ସାହୁଙ୍କଠାରୁ ଅଧିକ ଜାଣିବା।