ଉଚ୍ଚ ରକ୍ତଚାପ – କେମିତି କରିବେ ନିୟନ୍ତ୍ରଣ?। World Hypertension Day। How to control High Blood Pressure?
About this video
ଉଚ୍ଚ ରକ୍ତଚାପକୁ ସାଇଲେଣ୍ଟ୍ କିଲର୍ କହିଲେ ଅତ୍ୟୁକ୍ତି ହେବ ନାହିଁ। କାହିଁକି ନା ଏହାର କୌଣସି ଲକ୍ଷଣ ଦେଖାଯାଇନଥାଏ କିନ୍ତୁ ଏହା ବିଭିନ୍ନ ରୋଗର କାରଣ ସାଜିଥାଏ। ଉଚ୍ଚ ରକ୍ତଚାପ ହାର୍ଟ ଆଟାକଠାରୁ ଆରମ୍ଭ କରି ଫୁସଫୁସ, କିଡ୍ନି, ଲିଭର ଆଦି ବିଭିନ୍ନ ଅଙ୍ଗକୁ ପ୍ରଭାବିତ କରିଥାଏ। ତେବେ କେମିତି ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବେ? ଏନେଇ ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ନିରୋଜ କୁମାର ମିଶ୍ର ଏବଂ ହୃଦ୍ରୋଗ ବିଶେଷଜ୍ଞ ଡାକ୍ତର ବିନୟ ଭୂଷଣ ବିଣାକାର କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ଉଚ୍ଚ ରକ୍ତଚାପ ସବୁ ବଡ଼ ବଡ଼ ରୋଗର ମୂଳ କାରଣ। ଏନେଇ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ମେ’ ୧୭ ତାରିଖକୁ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ଭାବେ ପାଳନ କରାଯାଉଛି। ଉଚ୍ଚ ରକ୍ତଚାପ କ’ଣ? ଉଚ୍ଚ ରକ୍ତଚାପର କାରଣ ଉଚ୍ଚ ରକ୍ତଚାପର ଲକ୍ଷଣ ଉଚ୍ଚ ରକ୍ତଚାପର ଜଟିଳତା ଉଚ୍ଚ ରକ୍ତଚାପକୁ କେମିତି କରିବେ ନିୟନ୍ତ୍ରଣ? ସୁସ୍ଥ ହୃଦୟ ପାଇଁ କ’ଣ ଖାଇବେ? It would not be an exaggeration to say that high blood pressure is a silent killer. For some reason, there are no symptoms, but they can cause a variety of illnesses. High blood pressure affects a variety of organs, from heart attacks to lungs, kidneys, and liver. How to control high blood pressure? Let’s find out Dr Niroj Kumar Mishra, a medicine specialist, and Cardiologist Dr Binaya Bhusan Binakar have to say. What is high blood pressure? Causes of high blood pressure Symptoms of high blood pressure Complications of high blood pressure How to control high blood pressure? Food for a healthy heart High blood pressure is the root cause of all major diseases. Every year, May 17 is celebrated as World Hypertension Day to raise awareness.