ଏକ୍ସରସାଇଜ୍ କରୁଥିବା ବ୍ୟକ୍ତିଙ୍କ ଡାଏଟ୍ | What to Eat if you Exercise Daily? in Odia | Truptimayee Pal
About this video
ଖେଳାଳି ଏବଂ ଏକ୍ସରସାଇଜ୍ କରୁଥିବା ବ୍ୟକ୍ତିଙ୍କ ପାଇଁ ବାଲାନ୍ସ ଡାଏଟ୍ ନିହାତି ଜରୁରୀ। କାରଣ ସଠିକ୍ ଡାଏଟ୍ ବ୍ୟକ୍ତିଙ୍କୁ ଶକ୍ତି ପ୍ରଦାନ କରିବା ସହିତ ମାଂସପେଶୀକୁ ସୁଦୃଢ଼ କରିଥାଏ। ଆସନ୍ତୁ, ଡାଏଟିସିଆନ୍ ତୃପ୍ତିମୟୀ ପାଲଙ୍କଠାରୁ ଏନେଇ ଅଧିକ ଜାଣିବା।