ହାର୍ଟରେ ବ୍ଲକେଜ୍: କେମିତି ହୁଏ ଚିକିତ୍ସା? | Heart Blockage: How to Detect? in Odia | Dr Debashish Nayak
About this video
ହାର୍ଟର ଧମନୀ ଧୀରେ ଧୀରେ ସରୁ ହୋଇଗଲେ ହାର୍ଟକୁ ରକ୍ତ ପ୍ରବାହରେ ବାଧା ସୃଷ୍ଟି ହୁଏ ଓ ଏହା ହାର୍ଟ ଆଟାକ୍ର କାରଣ ପାଲଟିଥାଏ। ଆସନ୍ତୁ ବିଶିଷ୍ଟ ହୃଦ୍ରୋଗ ବିଶେଷଜ୍ଞ ଡାକ୍ତର ଦେବାଶିଷ ନାୟକଙ୍କଠାରୁ ହାର୍ଟ ବ୍ଲକେଜ୍ର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ଜାଣିବା।