ବନ୍ଧ୍ୟାଦୋଷରେ ଏଚ୍‌ଏସ୍‌ଜି ଟେଷ୍ଟ: କେତେବେଳେ ହୁଏ? | What is the HSG Test? Odia | Dr Shakti Kumar Tripathy

Dr Shakti Kumar Tripathy25 October 202511:053.5K views

About this video

ଏଚ୍‌ଏସ୍‌ଜି ପରୀକ୍ଷା ହେଉଛି ଏକ ପ୍ରକାର ଏକ୍ସ-ରେ, ଯାହା ମହିଳାଙ୍କ ଗର୍ଭାଶୟ ଏବଂ ଫାଲୋପିଆନ୍ ଟ୍ୟୁବ୍ ଯାଞ୍ଚ କରିବା ପାଇଁ ବ୍ୟବହାର କରାଯାଏ। ଏହା ପ୍ରାୟତଃ ବନ୍ଧ୍ୟାଦୋଷ କିମ୍ବା ବାରମ୍ବାର ଗର୍ଭପାତର କାରଣ ଜାଣିବା ପାଇଁ କରାଯାଏ। ଆସନ୍ତୁ, ଏହି ଟେଷ୍ଟ ବାବଦରେ ଅଧିକ ଜାଣିବା ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଶକ୍ତି କୁମାର ତ୍ରିପାଠୀଙ୍କଠାରୁ ଏହି ଭିଡିଓରେ।