ଖରାଦିନେ କିପରି ରହିବ ଆପଣଙ୍କ ଡାଏଟ୍? | Healthy Summer Diet in Odia | Anmayee Nanda
About this video
ଗରମ ଦିନରେ ଖାଦ୍ୟପେୟକୁ ନେଇ ସାବଧାନ ରହିବା ଜରୁରୀ। ଖାସ୍ କରି ଖରାଦିନେ ଅତ୍ୟଧିକ ତାପମାତ୍ରା ଯୋଗୁଁ ହାଲିଆ ଲାଗିଥାଏ, ବାନ୍ତି ଲାଗିଥାଏ ଓ ସନ୍ଷ୍ଟ୍ରୋକ୍ ମଧ୍ୟ ହୋଇପାରେ। ତେଣୁ ଖରାଦିନେ ଶରୀରରେ ଜଳୀୟଅଂଶର ମାତ୍ରା ଅଧିକ ରଖିବା ଜରୁରୀ। ଆସନ୍ତୁ ଡାଏଟିସିଆନ୍ ଅନ୍ମୟୀ ନନ୍ଦଙ୍କଠାରୁ ଖରାଦିନିଆ ଡାଏଟ୍ ବିଷୟରେ ଅଧିକ ଜାଣିବା।