କୋଭିଡ୍ ଟିକାକରଣ - କିଏ ନେବେ, କିଏ ନେବେ ନାହିଁ? | Dr Niroj Kumar Mishra on COVID Vaccination in Odia
About this video
କରୋନାକୁ ପ୍ରତିହତ କରିବା ପାଇଁ ଏବେ ଦେଶରେ ଟିକାକରଣ ଚାଲିଛି। ତେବେ କରୋନା ଟିକାକରଣକୁ ନେଇ ଏବେ ବି ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ରହିଛି। କେରାନା ଟିକା କ’ଣ? କିଏ ଟିକା ନେଇ ପାରିବେ, କିଏ ନେଇ ପାରିବେ ନାହିଁ? ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ରଙ୍କଠାରୁ ଆସନ୍ତୁ ଏବିଷୟରେ ଅଧିକ ଜାଣିବା।