ଶିଶୁ ଖାଉ ନଥିଲେ କ’ଣ କରିବେ? | Toddler Not Eating? What to Do? in Odia | Dr Ranjit Kumar Joshi

Dr Ranjit Kumar Joshi15 August 20222:5293K views

About this video

ଆପଣଙ୍କର ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ପ୍ରଶ୍ନ କମେଣ୍ଟରେ ଆମକୁ ପଚାରନ୍ତୁ। ଆମେ ଏହାର ଉତ୍ତର ଭିଡିଓ ମାଧ୍ୟମରେ ପ୍ରସ୍ତୁତ କରିବାକୁ ଚେଷ୍ଟା କରିବୁ। ଅଧିକାଂଶ ମା’ମାନେ କହନ୍ତି, ତାଙ୍କ ଶିଶୁ ସଠିକ୍‌ ପରିମାଣରେ ଖାଉନି। ଏଭଳି କ୍ଷେତ୍ରରେ କ’ଣ କରିବେ ବାପାମା’? ଆସନ୍ତୁ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ରଞ୍ଜିତ କୁମାର ଜୋଶୀ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। Most mothers say that their baby is not eating enough. What should parents do in such cases? Let's know more from Dr Ranjit Kumar Joshi, a Paediatrician.