ସ୍ତନ କର୍କଟ ସର୍ଜରି ପରେ ଫିଜିଓଥେରାପି | Physiotherapy after Breast Cancer Surgery | Dr Anima Parida

Dr Anima Parida8 April 202217:005.3K views

About this video

ସ୍ତନ କର୍କଟ ସର୍ଜରି ପରେ, ସାଧାରଣତଃ ଯେଉଁ ପଟ ଭାଗ ସର୍ଜରି କରାଯାଇଥାଏ, ସେପଟ ଭାଗର ହାତ ତଥା ଗୋଡ଼ରେ ଫୁଲା, ଯନ୍ତ୍ରଣା ଭଳି ସମସ୍ୟା ଦେଖାଦିଏ, ଯାହାକୁ ଲିମ୍ଫେଡିମା କୁହାଯାଏ। ତେଣୁ ସ୍ତନ କର୍କଟ ସର୍ଜରି ପରେ ଫିଜିଓଥେରାପିର ଗୁରୁତ୍ୱ ରହିଛି। ତେବେ, ଆସନ୍ତୁ ଫିଜିଓଥେରାପିଷ୍ଟ ଡାକ୍ତର ଅନିମା ପରିଡ଼ାଙ୍କଠାରୁ ସର୍ଜରି ପରର ଲକ୍ଷଣକୁ ଏଡ଼ାଇବା ପାଇଁ କେଉଁ ବ୍ୟାୟାମ ଏବଂ ଚିକିତ୍ସାର ଆବଶ୍ୟକତା ରହିଛି, ସେ ବିଷୟରେ ଜାଣିବା।