ଛାତିରେ ଯନ୍ତ୍ରଣା ହେବାର କାରଣ କ’ଣ? | Chest Pain in Odia | Prevention & Treatments | Dr SK Narayan Dash
About this video
ଛାତିରେ ଯନ୍ତ୍ରଣା ହେବାର ବିଭିନ୍ନ କାରଣ ରହିଛି। ହେଲେ ଅଧିକାଂଶ ଲୋକ ଏହାକୁ ଗ୍ୟାସ୍ ଭାବି ଅଣଦେଖା କରିଥାଆନ୍ତି। ତେବେ ଛାତିରେ ଯନ୍ତ୍ରଣା ହେବାର କାରଣ କ’ଣ ହୋଇପାରେ। ଆସନ୍ତୁ ବିଶିଷ୍ଟ ହୃଦ୍ରୋଗ ବିଶେଷଜ୍ଞ ଡାକ୍ତର ସୁଏନ୍ଦୁ କେଶରୀ ନାରାୟଣ ଦାଶ କ’ଣ କହୁଛନ୍ତି, ଜାଣିବା।