Skip to main content

ଛୋଟ ପିଲାଙ୍କୁ ହୃଦରୋଗ: କିପରି ଚିହ୍ନିବେ? | Heart Disease in Children, in Odia | Dr Dibya Ranjan Behera

Dr Dibya Ranjan Behera9 June 20267:54121 views

About this video

ନବଜାତ ଶିଶୁଙ୍କଠାରେ ମଧ୍ୟ ହୃଦରୋଗ ଦେଖିବାକୁ ମିଳେ। ହେଲେ ଏହାର ଲକ୍ଷଣ କ’ଣ? ବଡ଼ କଥା ହେଉଛି, ଅବିଭାବକମାନେ ଏନେଇ ସଚେତନ ହେବା ଦରକାର ଏବଂ ଲକ୍ଷଣକୁ ଜାଣି ଡାକ୍ତରଙ୍କ ପରାମର୍ଶ କରିବା ଉଚିତ। ବିଶିଷ୍ଟ ଶିଶୁ ହୃଦରୋଗ ବିଶେଷଜ୍ଞ ଡାକ୍ତର ଦିବ୍ୟ ରଞ୍ଜନ ବେହେରାଙ୍କଠାରୁ ଆସନ୍ତୁ ଏବିଷୟରେ ଅଧିକ ଜାଣିବା।