Skip to main content

ଅତ୍ୟଧିକ ଧଳାସ୍ରାବ ହେଉଛି କି? | Is White Vaginal Discharge Normal? in Odia | Dr Swarnima Das

Dr Swarnima Das28 July 20266:3551K views

About this video

ମହିଳାଙ୍କ ଧଳାସ୍ରାବ ହେବା ଏବଂ ପ୍ୟାଣ୍ଟିରେ ଦାଗ ପଡ଼ିବା ଏକ ସାଧାରଣ କଥା। କିନ୍ତୁ ଅତ୍ୟଧିକ ଧଳାସ୍ରାବ କୌଣସି ସଂକ୍ରମଣକୁ ସୂଚାଇଥାଏ। ଏଥିସହ ମହିଳାଙ୍କ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିଥାଏ। ତେଣୁ ଅସ୍ୱାଭାବିକ ଧଳାସ୍ରାବକୁ ଅଣଦେଖା ନକରି ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ। ସ୍ୱାଭାବିକ ଏବଂ ଅସ୍ୱାଭାବିକ ଧଳାସ୍ରାବକୁ କିପରି ଚିହ୍ନିବେ? ଆସନ୍ତୁ, ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସ୍ଵର୍ଣ୍ଣିମା ଦାସଙ୍କଠାରୁ ଏବିଷୟରେ ଅଧିକ ଜାଣିବା।