ସୁସ୍ଥ କିଡ୍ନି ପାଇଁ କେତେ ପାଣି ପିଇବେ? | Importance of Water For Healthy Kidney | Dr Manas Pradhan
About this video
ଦିନକୁ କେତେ ପାଣି ପିଇବେ ଏନେଇ ଅଧିକାଂଶ ଲୋକଙ୍କର ପ୍ରଶ୍ନ ଥାଏ। ହେଲେ ଅତ୍ୟଧିକ ପାଣି ପିଇବା ଦ୍ୱାରା କିଡ୍ନି ଉପରେ କୁପ୍ରଭାବ ପଡ଼ିଥାଏ। ତେବେ ସୁସ୍ଥ କିଡ୍ନି ପାଇଁ କେତେ ପାଣି ପିଇବେ? ସେନେଇ ବିଶିଷ୍ଟ କିଡ୍ନି ରୋଗ ବିଶେଷଜ୍ଞ ଡାକ୍ତର ମାନସ ରଞ୍ଜନ ପ୍ରଧାନଙ୍କଠାରୁ ଏବିଷୟରେ ବିସ୍ତୃତ ଭାବେ ଜାଣିବା। Most people have a question about how much water to drink per day. However, drinking too much water has a detrimental effect on the kidneys. So how much water to drink for a healthy kidney? Let us know more from Dr Manas Ranjan Pradhan, a Kidney Transplant Surgeon.