Skip to main content

ଅଣ୍ଡକୋଷରେ ସମସ୍ୟା: କାରଣ ଓ ଚିକିତ୍ସା | Orchitis / Inflammation of Testicles, Odia | Dr Jyoti Mohan Tosh

Dr Jyoti Mohan Tosh2 March 202410:5413K views

About this video

ଗୋଟିଏ କିମ୍ବା ଦୁଇଟିଯାକ ଅଣ୍ଡକୋଷରେ ପ୍ରଦାହ ବା ଇନ୍‌ଫ୍ଲାମେସନ୍‌ ହେବାକୁ ଅର୍କାଇଟିସ୍‌ କୁହାଯାଏ। ବ୍ୟାକ୍ଟେରିଆ ବା ଭୂତାଣୁଜନିତ ସଂକ୍ରମଣ ଅର୍କାଇଟିସ୍‌ର କାରଣ ହୋଇପାରେ। ଏହି ସମସ୍ୟା ହେବା ଦ୍ୱାରା ଗୋଟିଏ କିମ୍ବା ଦୁଇଟି ଯାକ ଅଣ୍ଡକୋଷ ଫୁଲିଯାଏ, ଯନ୍ତ୍ରଣା ଅନୁଭୂତ ହୋଇପାରେ। ଆସନ୍ତୁ ବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ଜ୍ୟୋତି ମୋହନ ତୋଷଙ୍କଠାରୁ ଅର୍କାଇଟିସ୍‌ ସମ୍ପର୍କରେ ଅଧିକ ଜାଣିବା।