Skip to main content

ବ୍ରେନ୍‌ ଷ୍ଟ୍ରୋକ୍‌ - କାରଣ ଓ ଚିକିତ୍ସା । Dr Soubhagya Tripathy on Brain Stroke | Causes & Treatment

Dr Soubhagya Tripathy10 June 20218:0332K views

About this video

ବ୍ରେନ୍‌ ବା ମସ୍ତିଷ୍କ ଆମ ଶରୀରର ମୁଖ୍ୟ ଅଙ୍ଗ। ମଣିଷ ଶରୀରର ସମସ୍ତ କାର୍ଯ୍ୟକଳାପ ମସ୍ତିଷ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। କୌଣସି କାରଣରୁ ଏଥିରେ ରକ୍ତ ସଞ୍ଚାଳନ ବନ୍ଦ ହୋଇଗଲେ କିମ୍ବା ମସ୍ତିଷ୍କର ଶୀରା ଫାଟିଗଲେ ବ୍ରେନ୍ ଷ୍ଟ୍ରୋକ୍ ବା ମସ୍ତିଷ୍କ ପକ୍ଷାଘାତ ହୋଇଥାଏ। ତେବେ ବ୍ରେନ୍ ଷ୍ଟ୍ରୋକର କାରଣ କ’ଣ? ବ୍ରେନ୍ ଷ୍ଟ୍ରୋକର ଲକ୍ଷଣ କ‘ଣ ଏବଂ ବ୍ରେନ୍ ଷ୍ଟ୍ରୋକ୍‌ର ଆଶଙ୍କା କାହାକୁ ଅଧିକ? ଏନେଇ ବିଶିଷ୍ଟ ସ୍ନାୟୁରୋଗ ରୋଗ ବିଶେଷଜ୍ଞ ଡାକ୍ତର ସୌଭାଗ୍ୟ ରଞ୍ଜନ ତ୍ରିପାଠୀ କ’ଣ କହୁଛନ୍ତି, ଜାଣନ୍ତୁ।